୪ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ: ଥିଲା ୨୨ ଲକ୍ଷର…

ମାଲକାନଗିରି,୨୦।୮(ଦୁର୍ଯ୍ୟୋଧନ ପାତ୍ର): ୪ ହାର୍ଡକୋର୍‌ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସେମାନେ ଦୀର୍ଘଦିନ ଧରି ଓଡ଼ିଶାଛତିଶଗଡ଼ ସୀମାରେ ସକ୍ରିୟ ଥିଲେ। ସମସ୍ତ ମାଓବାଦୀଙ୍କ ନାଁରେ ୨୨ ଲକ୍ଷର ପୁରସ୍କାର ଥିଲା।