ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ: ଅମାନିଆଙ୍କ ବାଇକ୍‌ ଜବତ

ଟିଟିଲାଗଡ଼,୫।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମଙ୍ଗଳବାର ରାତିରେ ପ୍ରଶାସନ ଓ ପୋଲିସ ପକ୍ଷରୁୁ ସହରରେ ଯାଞ୍ଚକୁ କଡ଼ାକଡି କରାଯାଇଛି। ଅମାନିଆଙ୍କୁ ସାବାଡ କରିବାକୁ ଏପରି କରାଯାଇଛି। କିଛି ଅମାନିଆଙ୍କର ବାଇକ୍‌ ମଧ୍ୟ ଜବତ କରିଛି ପୋଲିସ l ତହସିଲଦାରଙ୍କ ନେତୃତରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ l

Share