ଚୌଦାର/୨୯/୪(ଆଶୁତୋଷ ଦାସ): ଚୌଦ୍ୱାର ପୌରପାଳିକା କପାଲେଶ୍ୱର୍ ନୂଆସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମାଗୁଣି ବେହେରା ନାମ ଜଣେ ବ୍ୟକ୍ତି ଘରେ ନ ଥିବା ବେଳେ ତାଙ୍କ ପୁଅ ମାନସ ନିଶାସକ୍ତ ଅବସ୍ଥାରେ ନିଆଁ ଲଗାଇ କେଉଁଆଡେ ଫେରାର ହୋଇଯାଇଛନ୍ତି। ମାଗୁଣି ଏହା ଏକମାତ୍ର ଘର ଥିଲା। ଖବର ପାଇ ଚୌଦ୍ୱାର ଦମକଳ ଓ ଚୌଦାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜରି ରଖିଛି।