ପିଲା ସ୍କୁଲ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ । ଘରକୁ ଯାଇ ବୁଝିବେ ସ୍କୁଲ ନ ଆସିବାର କାରଣ, ଡିଇଓ-ବିଇଓଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ।