Categories: Home Leftଖେଳ

ଅଲଗା ହେବେ ସାନିଆ-ଶୋଏବ!

ମୁମାଇ,୮।୧୧: ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ୍‌ଙ୍କ ସମ୍ପର୍କରେ ଫାଟ। ସାନିଆ ଏବଂ ଶୋଏବ ମଧ୍ୟରେ କିଛି ଠିକ୍‌ ଚାଲିନାହିଁ ।ଉଭୟ ଖୁବ୍‌ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ହେଲେ ଏହାକୁ ନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ ।
ସାନିଆ ଏବଂ ଶୋଏବ ୨୦୧୦ ମସିହାରେ ବିବାହ କରିଥିଲେ। ୨୦୧୮ରେ ମା’ବାପା ହୋଇଥିଲେ।