Categories: Home Leftଖେଳ

ଟସ ଜିତି ଆରଆରର ବୋଲିଂ ନିଷ୍ପତ୍ତି

ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚ୍‌ ଶୁକ୍ରବାର ଧର୍ମଶାଳା ଷ୍ଟାଡିୟମରେ
ଆୟୋଜିତ ହୋଇଛି। ପଞ୍ଜାବ କିଙ୍ଗ୍ସ(ପିବିକେଏସ)ଏବଂ ରାଜସ୍ଥାନ ରୟାଲ୍ସ (ଆରଆର)ମଧ୍ୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ରାଜସ୍ଥାନ ରୟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ତେବେ ପ୍ରଥମେ ଶିଖର ଧାଓ୍ବନଙ୍କ ପଞ୍ଜାବ କିଙ୍ଗସ ବ୍ୟାଟିଂ କରିବ । ଦୁଇ ଦଳ ମଧ୍ୟରୁ ଯେଉଁ ଟିମ୍‌ ପରାଜିତ ହେବ ସେ ପ୍ଲେ ଅଫ୍‌ରୁ ବାଦ ପଡିବ ।