Categories: Home Leftଖେଳ

ଟିମ୍‌ ଇଣ୍ଡିଆରେ ଯୋଗଦେଲେ ରୋହିତ

ମେଲବୋର୍ନ,୩୦ା୧୨- ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଦୁଇ ସପ୍ତାହ କ୍ୱାରାଣ୍ଟାଇନ୍‌ ପିରିୟଡ୍‌ ଶେଷ କରିଛନ୍ତି। ଭାରତୀୟ ଦଳରେ ବୁଧବାର ଯୋଗ ଦେଇଛନ୍ତି ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ। ଆଇପିଏଲ ପରଠୁ କ୍ରିକେଟରୁ ଦୂରେଇ ରହିଥିବା ରୋହିତ ଦୀର୍ଘ ଦିନର ବ୍ୟବଧାନ ପରେ ଫେରିଛନ୍ତି ଜାତୀୟ ଦଳକୁ। ସେ ସାମିଲ ହୋଇଥିବାରୁ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇଛି।