ବାସୁଦେବପୁର ବ୍ଲକର ୨ ପଞ୍ଚାୟତରୁ ଉଠିଲା କଣ୍ଟେନମେଣ୍ଟ

ପଦ୍ମପୁର,୧୯।୭(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରଓ ବିନାୟକ ପଞ୍ଚାୟତରେ ଗତ ୩ ତାରିଖରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ଶନିବାର ସନ୍ଧ୍ୟାରେ ଭଦ୍ରକ ଜିଲାପାଳ ଜ୍ଞାନ ରଞ୍ଜନ ଦାସ କପାଗିଆ, ଠାକୁର ବାଡ଼ିଓ, ବାଗଡ଼ା,  ବିନାୟକପୁର ଗ୍ରାମରୁ କଟକଣା ଉଠାଇ ଦେଇଛନ୍ତି।