Categories: Video

ରାତ୍ରୀ କର୍ଫ୍ୟୁ ହଟାଅ, ୫ହଜାର ଟଙ୍କା ଦିଅ

ଭୁବନେଶ୍ୱର ଲୋୟର ପିଏମଜିରେ ସରକାର ବିରୋଧୀ ସ୍ୱର, ମାସିକ ୫ ହଜାର ଟଙ୍କା ଭତା ଦାବି କରି ଯାତ୍ରା କଳାକାରଙ୍କ ଆନ୍ଦୋଳନ ।