Categories: Home Leftଖେଳ

ପ୍ଲେ ଅଫ୍‌ ପାଇଁ ଆର୍‌ସିବିର ଲଢେଇ

ମୁମ୍ବାଇ,୧୯।୫: ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳା ଯାଉଥିବା ୬୭ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆର୍‌ସିବି ପ୍ରଥମେ ବୋଲିଂ କରି ଗୁଜରାଟକୁ ପ୍ରାରମ୍ଭିକ ଝଟ୍‌କା ଦେଇଛି। ୭. ୫ ଓଭର ଖେଳ ସୁଦ୍ଧା ଗୁଜରାଟ ୫୭ ରନ୍‌ କରି ୨ ଉଇକେଟ ହରାଇଛି।

ଗୁଜରାଟ ଅପେକ୍ଷା ଆର୍‌ସିବି ପାଇଁ ଏହି ମ୍ୟାଚ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ମ୍ୟାଚ ଜିତିଲେ ଆର୍‌ସିବି ୧୬ ପଏଣ୍ଟ ସହ ପ୍ଲେ ଅଫ୍‌ ଖେଳିବାକୁ ଅଧିକ ନିକଟତର ହେବ।