Categories: Home Leftଖେଳ

ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ଟସ୍‌ ଜିତିଲା ରାଜସ୍ଥାନ

ଗୌହାଟି,୩୦।୩: ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ IPL 2026ର ସୋମବାର ଖେଳାଯାଉଥିବା ତୃତୀୟ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଛି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗସ ବ୍ୟାଟିଂ ଆରମ୍ଭ କରିଛି।

ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନି ଏବଂ ଡେୱାଲ୍ଡ ବ୍ରେଭିସ ଖେଳୁ ନ ଥିବା ବେଳେ ସଞ୍ଜୁ ସାମସନ ଚେନ୍ନାଇ ପାଇଁ ଡେବ୍ୟୁ କରିଛନ୍ତି। ଅନ୍ୟପକ୍ଷେ ରବିନ୍ଦ୍ର ଜାଡେଜା ଗୋଲାପୀ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଛନ୍ତି।

Share