Categories: Video

ଖୋର୍ଦ୍ଧାରେ ଫୁଟିଛି ପାରିଜାତ ଫୁଲ

କୁହାଯାଏ ସ୍ବର୍ଗରେ ପାରିଜାତ ଫୁଲ ଫୁଟିଥାଏ। ମାତ୍ର ଈଶ୍ବରଙ୍କ ଆଶୀର୍ବାଦ ରୁ ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ପଞ୍ଚାୟତ ମୋଟା ଗ୍ରାମର ବାମନ ସୁନ୍ଦରାୟଙ୍କ ବାଡିରେ ଫୁଟିଛି ପାରିଜାତ ଫୁଲ ।