ଓଡ଼ିଶା: ଆଜିର ଫଟୋ ( ୧୦ ଜୁଲାଇ , ୨୦୨୫ )
ଭଞ୍ଜ କଳାମଣ୍ଡପ ଠାରେ ରସ ଉତ୍ସବ ନୃତ୍ୟ କାର୍ଯ୍ୟକ୍ରମ
ଆଷାଢ଼ ପୂର୍ଣ୍ଣିମା ଅବସରରେ ଖାସ୍ପା ସାହିରେ କଣ୍ଢେଇ ଯାତ୍ରାରେ ମହିଳା ମାନେ କଣ୍ଢେଇ କିଣୁଛନ୍ତି।
ଓଡିଶା ଡ୍ରାଇଭର ମହାସଂଘର ଧର୍ମଘଟ ଫଳରେ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ପେଟ୍ରୋଲପମ୍ପର ଦୃଶ୍ୟ