ଓଡ଼ିଶା: ଆଜିର ଫଟୋ ( ୯ ନଭେମ୍ବର, ୨୦୨୫ )

କଟକ ବାଲିଯାତ୍ରା ଖାଦ୍ୟ ଷ୍ଟଲ୍ ସମ୍ମୁଖରେ ଲୋକଙ୍କ ଗହଳି

 

 

ରବିବାର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନେ ବାହାରେ ଅପେକ୍ଷା କରିଛନ୍ତି

 

 

 

କଟକ ବାଲିଯାତ୍ରାରେ ଗଡଗଡିଆ ଘାଟ ମହାନଦୀ ତଟ ଜଳରାଶିରେ ବୋଟିଂର ମଜା ଉଠାଉଛନ୍ତି ଲୋକମାନେ

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସୃଜନୀ ପକ୍ଷରୁ ଆୟୋଜିତ ଶିଶୁ ନାଟ୍ୟ ମହୋତ୍ସବ

 

👉 Follow Dharitri – Odisha’s No.1 Trusted Odia Daily 📰✨