ଓଡ଼ିଶା: ଆଜିର ଫଟୋ ( ୯ ଡିସେମ୍ବର, ୨୦୨୫ )
ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି
ଜେ.ଏନ୍. ଇନଡୋର୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍ BWF ଟୁର୍ ସୁପର୍ 100’ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା
ମଧ୍ୟାହ୍ନ ଭୋଜନ ପାଚକ–ପାଚିକା ମହାସଂଘ ପକ୍ଷରୁ PMGରେ ଅହୋରାତ୍ର ଧାରଣା, ରୋଡ଼ ଉପରେ ଅଳିଆ ପଡିଛି