ଓଡ଼ିଶା: ଆଜିର ଫଟୋ ( ୮ ଅକ୍ଟୋବର, ୨୦୨୫ )

 ଲଗାଣ ବର୍ଷାରେ ଭୁବନେଶ୍ୱର ଜଳବନ୍ଦୀ

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଲାବଣ୍ୟ ଥିଏଟରର କଳାକାରମାନେ ପରିବେଷଣ କରୁଛନ୍ତି ଡ୍ରାମା, “କୁହୁଡି”

 

 

 

କଟକ ଦରଘାବଜ଼ାର ଉତ୍ତେଜନା ଘଟିଥିବା ସ୍ଥଳରେ ମୁତୟନ ପୋଲିସ

 

 

👉 Follow Dharitri – Odisha’s No.1 Trusted Odia Daily 📰✨