ଓଡ଼ିଶା: ଆଜିର ଫଟୋ (୭ ଡିସେମ୍ବର, ୨୦୨୫ )

ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ

 

ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଖେଳାଳି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସୁଗମ କରିବା ଦାବିରେ ପୁରୀର ସ୍ଥାନୀୟ ବାସିନ୍ଦା ମାନେ ଗୁଣ୍ଡିଚା ମନ୍ଦିରରେ ଧାରଣା ଦେଇଛନ୍ତି

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ଖେଳାଯିବାକୁ ଥିବା ଟି-୨୦ କ୍ରିକେଟ ମ୍ୟାଚ ପାଇଁ ଅଭ୍ୟାସ କରୁଛନ୍ତି ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା