ଓଡ଼ିଶା: ଆଜିର ଫଟୋ ( ୭ ଡିସେମ୍ବର, ୨୦୨୪ )
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୪
ଭୁବନେଶ୍ୱର ଓୟୁଏଟି ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟରେ ଓଡ଼ିଶା କେନେଲ କ୍ଲବ ଦ୍ୱାରା ଆୟୋଜିତ କୁକୁର ଶୋ
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ରାଜ୍ୟ ପୁସ୍ତକ ମେଳାର ଦ୍ୱିତୀୟ ଦିନ