ଓଡ଼ିଶା: ଆଜିର ଫଟୋ (୬ ଜୁନ୍, ୨୦୨୫)
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘MAKE THAT VIBE’ ରେ ଆୟୋଜିତ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ
ଭୁବନେଶ୍ୱର ରେଳଭବନଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରୁଛନ୍ତି
ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ କଳାଭୂମି ମହୋତ୍ସବ ଆୟୋଜିତ
ପୁରୀ ରଥଖଳାରେ ରଥ ଗୟଳ ଲଗାଯାଇଛି