ଓଡ଼ିଶା: ଆଜିର ଫଟୋ (୬ ଜାନୁଆରୀ ୨୦୨୬)

କଟକ କଳା ବିକାସ କେନ୍ଦ୍ର ଅଡିଟୋରିୟମରେ କଟକ ମହୋତ୍ସବ ଉଦ୍‌ଯାପନୀ ସମାରୋହରେ ନୃତ୍ୟଶିଳ୍ପୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି

 

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ ଏବଂ ଥିଏଟର ଏକାଡେମୀ ପକ୍ଷରୁ ଆୟୋଜିତ ନାଟକ “ସିଦ୍ଧାନ୍ତ”

 

👉 Follow Dharitri – Odisha’s No.1 Trusted Odia Daily 📰✨