ଓଡ଼ିଶା: ଆଜିର ଫଟୋ ( ୬ ଏପ୍ରିଲ, ୨୦୨୬ )

   

ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମରେ ୬୯ତମ ନ୍ୟାଶନାଲ ସ୍କୁଲ ରଗବି ଅଣ୍ଡର-୧୭ ବାଳିକା ଏବଂ ବାଳକ ବର୍ଗର ଚ୍ୟାମ୍ପିଅନସିପର ଉଦଘାଟନୀ ମ୍ୟାଚରେ ରାଜସ୍ଥାନ ଏବଂ ଓଡ଼ିଶା ମଧ୍ୟରେ ପ୍ରଥମ ବାଳିକା ବର୍ଗ ମ୍ୟାଚ ଅନୁଷ୍ଠିତ

ବିଜୁ ପଟ୍ଟନାୟକ ଷ୍ଟେଟ ପୋଲିସ ଏକାଡେମୀରେ ୯ମ ବ୍ୟାଚ SP Probationersଙ୍କ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା

କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ OPSC କାର୍ଯ୍ୟାଳୟ ସମ୍ମୁଖରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ଜନ ଶୁଣାଣି

    

ଖଲ୍ଲିକୋଟ କଲେଜ ଖେଳ ପଡିଆରେ ବ୍ରହ୍ମପୁର ରେଶମ ସହର ମହୋତ୍ସବ ଉଦଘାଟିତ