ଓଡ଼ିଶା: ଆଜିର ଫଟୋ ( ୫ ସେପ୍ଟେମ୍ବର, ୨୦୨୫ )
ଭୁବନେଶ୍ୱର ପିଏମଜି ରୋଡରେ ପାଣି ପାଇପ ଫାଟି ଯାଇଛି, ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ
ଗଞ୍ଜାମ କଳା ପରିଷଦ ପରିସରରେ ଗୁରୁ ପୂଜନ ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଭାରତ ଲୀଳା କାର୍ଯ୍ୟକ୍ରମ
କଟକ ତୁଳସୀପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ