ଓଡ଼ିଶା: ଆଜିର ଫଟୋ ( ୫ ମାର୍ଚ୍ଚ, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆରୋହଣର ୩୩ତମ ନାଟ୍ୟ ଉତ୍ସବରେ ନାଟକ ଲାବଣ୍ୟବତୀ ପରିବେଷଣ

 

 

ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀରେ, କଟକ ବିଜୁ ପଟ୍ଟନାୟକ ଛକ ଆନନ୍ଦ ଭବନ ନିକଟରେ ଆୟୋଜିତ ଏକ ମିନି ମାରାଥନରେ ସ୍କୁଲ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି