ଓଡ଼ିଶା: ଆଜିର ଫଟୋ ( ୫ ଡିସେମ୍ବର, ୨୦୨୫ )

ଚିଲିକାରେ ପ୍ରବାସୀ ପକ୍ଷୀ

 

 

 

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଟିକେଟ ବିକ୍ରୟ ଆରମ୍ଭ

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଢେଙ୍କାନାଳ ସାଂସ୍କୃତିକ ସଂଘ ପକ୍ଷରୁ ୫ମ ଢେଙ୍କାନାଳ ଉତ୍ସବରେ ଆୟୋଜିତ ନୃତ୍ୟ

 

👉 Follow Dharitri – Odisha’s No.1 Trusted Odia Daily 📰✨