ଓଡ଼ିଶା: ଆଜିର ଫଟୋ ( ୪ ଅକ୍ଟୋବର, ୨୦୨୫ )

ପୁରୀରେ ସିଂହଦ୍ୱାର ସମ୍ମୁଖରେ ଭସାଣି ଯାତ୍ରା ପାଇଁ ସମବେତ ହୋଇଥିବା ଗୋସାଣୀମାନେ

 

 

କଟକ ଗୌରୀ ଶଙ୍କର ପାର୍କ ନିକଟରେ ଉଠା ଦୋକାନୀଙ୍କ ଠେଲା ଗାଡିଗୁଡିକ ଭାଙ୍ଗି ପଡିଛି

 

 

 

ପୁରୀର ମିଟିଆଣି ଛକଠାରେ କରାଯାଇଥିବା ଅସ୍ଥାୟୀ ପୁଷ୍କରିଣୀରେ ଵିସର୍ଜିତ ହୋଇଥିବା ମୂର୍ତ୍ତିମାନେ