ଭୁବନେଶ୍ୱରରେ ଦେବୀ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରା
ମାଙ୍କ ମୃମୟୀ ମୂର୍ତ୍ତିକୁ କ୍ରେନ୍ ଦ୍ଵାରା କୁଆଖାଇ ନଦୀଠାରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଉଛି