ଓଡ଼ିଶା: ଆଜିର ଫଟୋ (୩ ଜୁନ୍, ୨୦୨୫)

ରାଜଧାନୀରେ ପ୍ରବଳ ବର୍ଷା

 

 

କଟକ ମକରବାଘ ସାହି କେନାଲ ରୋଡ୍ ପାର୍ଶ୍ୱରେ ସିଏମସି ପକ୍ଷରୁ ଜବର ଦଖଲ ଉଚ୍ଛେଦ

 

 

 

କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମଧୁସୂଦନ ସଂଗ୍ରହାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଉଠା ଦୋକାନୀଙ୍କ ପସରା