ଓଡ଼ିଶା: ଆଜିର ଫଟୋ ( ୩୧ ମେ, ୨୦୨୫ )
ଭୁବନେଶ୍ୱରରେ ଲିଙ୍ଗରାଜଙ୍କ ଶିବ ବିଭାହ ଉପଲକ୍ଷେ, ବରଯାତ୍ରୀ ଶୋଭାଯାତ୍ରା
ମାଷ୍ଟର କ୍ୟାଣ୍ଟିନରେ ତମାଖୁ ନିଷେଧ ଦିବସ ଅବସରରେ ବନ୍ଦେମାତରମ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
କଟକ ଗଡଗଡ଼େଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହରପାର୍ବତୀଙ୍କ ବିଭାହ ଉତ୍ସବ
କଟକ ବାଙ୍କା ବଜ଼ାର ସ୍ଥିତ ଜନତା ରଙ୍ଗ ମଂଚରେ ଦ୍ୱିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ