ଓଡ଼ିଶା: ଆଜିର ଫଟୋ ( ୩୦ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ରଜନୀରେ ନୃତ୍ୟ ପରିବେଷଣ

ଭକ୍ତ ସମ୍ମିଳନୀ ପାଇଁ ନିଗମାନନ୍ଦ ଭକ୍ତମାନେ ଶୋଭାଯାତ୍ରାରେ ଯାଉଛନ୍ତି

ଶ୍ରୀରାମଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଗତିବାଦୀ କବି ରଘୁନାଥ ଦାସ (ଜଟାୟୁ)ଙ୍କ ସ୍ମୃତି ସନ୍ଧ୍ୟାରେ ଯୋଗ ଦେଇଥିବା ଅତିଥିମାନେ