ଓଡ଼ିଶା: ଆଜିର ଫଟୋ ( ୩୦ ଡିସେମ୍ବର, ୨୦୨୫ )

କଟକ ବାଙ୍କା ବଜାରସ୍ଥିତ ଜନତା ରଙ୍ଗମଞ୍ଚରେ ହାସ୍ୟରସାତ୍ମକ ନାଟକ “ପୁନେଇଁ ଖିଆ” ପରିବେଷିତ

 

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଦେବଦାସୀ ଅନ୍ତର୍ଜାତୀୟ ନୃତ୍ୟ ମହୋତ୍ସବ

 

 

ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ନୂଆ ବର୍ଷରେ ଦର୍ଶନ ଭିଡକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଧାଡି ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି

 

👉 Follow Dharitri – Odisha’s No.1 Trusted Odia Daily 📰✨