ଓଡ଼ିଶା: ଆଜିର ଫଟୋ ( ୨ ଅକ୍ଟୋବର, ୨୦୨୫ )

ଶେଖ ବଜାର ପୂଜା ମଣ୍ଡପରେ ଦଶହରାରେ ଅନୁଷ୍ଠିତ ମହା ଆଳତି

ଅଶୋକ ନଗର କାଳିବାରିରେ ବଙ୍ଗାଳି ମହିଳାମାନେ ସିନ୍ଦୂର ଖେଳ ଖେଳୁଛନ୍ତି

ସହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଭକ୍ତମାନେ ମା’ ଦୁର୍ଗାଙ୍କ ଦର୍ଶନ କରୁଛନ୍ତି