ଭୁବନେଶ୍ୱରରେ ମାଟ୍ରିକ୍ ପରୀକ୍ଷା ସରିବା ପରେ, ପରୀକ୍ଷାର୍ଥୀମାନେ ସେମାନଙ୍କ କେନ୍ଦ୍ର ସମ୍ମୁଖରେ ହୋଲି ପାଳନ କରୁଛନ୍ତି
କଟକ ନୟାସଡକ ଅଂଚଳରେ ମାରୱାଡି ମହିଳାଙ୍କ ଦ୍ୱାରା ଅନୁଷ୍ଠିତ ହୋଲିକା ଦହନ ପୂଜା
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଉତ୍କଳ ସଂଗୀତ ମହାବିଦ୍ୟାଲୟ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ, ‘ନୃତ୍ୟାୟନ’
👉 Follow Dharitri – Odisha’s No.1 Trusted Odia Daily 📰✨