ଓଡ଼ିଶା: ଆଜିର ଫଟୋ ( ୨୮ ଜାନୁଆରୀ, ୨୦୨୬ )

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ରଜନୀରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସମସ୍ତ ଅତିଥିଙ୍କ ଦ୍ୱାରା ସମୁଦ୍ର ଆଳତୀ

 

 

 

 

ଭୁବନେଶ୍ୱର ଓ କଟକରେ ଓଡିଶା ବନ୍ଦର ପ୍ରଭାବ

 

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟ୍ୟ ମହୋତ୍ସବର ଦ୍ୱିତୀୟ ଦିନରେ ଉତ୍ତର ପୁରୁଷ ମଞ୍ଚର କଳାକାରମାନେ ପରିବେଷଣ କରୁଛନ୍ତି ଓଡ଼ିଆ ନାଟକ ‘କର୍ଣ’

 

 

👉 Follow Dharitri – Odisha’s No.1 Trusted Odia Daily 📰✨