ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୫ )
ଭୁବନେଶ୍ୱର ବମିଖାଲ ଦୁର୍ଗାପୂଜା ମଣ୍ଡପରେ ଚାଇନା ମୟୁର ତୋରଣ ଓ ରଙ୍ଗାରଙ୍ଗ ଲାଇଟ
ଭୁବନେଶ୍ୱର ଝାରପଡା ମେଳଣ ପଡିଆ, ସହୀଦ ନଗର ଓ ୟୁନିଟ ୧ରେ ଦୁର୍ଗାପୂଜା ପାଇଁ ତୋରଣ
କଟକର ବିଭିର୍ନ ପୀଠରେ ମାଙ୍କ ବିଭିର୍ନ ରୂପ
କଟକ ରେଳ ଷ୍ଟେସନଠାରୁ ପୁରୀଘାଟ ଦେବୀ ଗଡା ପର୍ଯ୍ୟନ୍ତ ଦୁର୍ଗାପୂଜାର ଅବ୍ୟବହିତ ପୂର୍ବରୁ ପୋଲିସର ଫ୍ଲାଗ ମାର୍ଚ୍ଚ