ଓଡ଼ିଶା: ଆଜିର ଫଟୋ ( ୨୭ ମେ, ୨୦୨୫ )
ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଦେବଦାସୀ ନୃତ୍ୟ ପରିବେଷଣ
ବିଧାନସଭା ୫୪ନଂ ପ୍ରକୋଷ୍ଠରେ ‘A Brief History of Odisha Legislative Assembly’ ପୁସ୍ତକକୁ ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଅନ୍ୟମାନେ ଉନ୍ମୋଚନ କରୁଛନ୍ତି
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଅତିଥିଙ୍କ ସହ ସୌମ୍ୟଞ୍ଜଳି ନୃତ୍ୟକଳା ପକ୍ଷରୁ ସୌମ୍ୟଞ୍ଜଳି ସମ୍ମାନରେ ସମ୍ମାନିତ ବ୍ୟକ୍ତି ବୃନ୍ଦ
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ଓଡ଼ିଶୀ ନୃତ୍ୟ
ଆମ ବସ ଭଡ଼ା ବୃଦ୍ଧି ପାଇଁ କର୍ତ୍ତୃପକ୍ଷଙ୍କ ମସୁଧା ବିରୋଧରେ SUCIର ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ