ଓଡ଼ିଶା: ଆଜିର ଫଟୋ ( ୨୭ ମାର୍ଚ୍ଚ , ୨୦୨୫ )

କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଓଡିଶା ଷ୍ଟେଟ ଫେନସିଂ ଉଦଘାଟନିରେ ବାଳିକା ବର୍ଗରେ ମଣିପୁର ଓ ହରିଆଣା ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତା

 

 

କଟକ ମହାନଦୀ ବିହାର ସ୍ଥିତ ଏକ ମଣ୍ଡପରେ ଆଇଏସ ଚେସ ସେଣ୍ଟର ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ଆଇଏସ ଓପନ ଇଣ୍ଟରନେଶନାଲ FIDE ଚେସ ଟୁର୍ନାମେଣ୍ଟରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ

 

    ଭୁବନେଶ୍ୱରରେ ବିଧାନସଭା ଘେରାଉ କରିବା ପାଇଁ କଂଗେସ କର୍ମୀଙ୍କ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି

ବିଶ୍ୱ ନାଟ୍ୟ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଗୋବରଡାଙ୍ଗା ଶିଳ୍ପାୟନ (ପଶ୍ଚିମବଙ୍ଗ)ର କଳାକାରଙ୍କ ଦ୍ୱାରା ନାଟକ ‘ଉତ୍ତମ ପୁରୁଷ’ ପରିବେଷିତ