ଓଡ଼ିଶା: ଆଜିର ଫଟୋ ( ୨୭ ଜୁଲାଇ, ୨୦୨୫ )

ଶ୍ରାବଣ ମାସର ତୃତୀୟ ସୋମବାର ଉପଲକ୍ଷେ, କଟକ ଗଡ଼ଗଡିଆ ଘାଟରେ କାଉଡିଆମାନଙ୍କ ଭିଡ

 

 

ରାଜଧାନୀରେ ପ୍ରବଳ ବର୍ଷା

 

 

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ନବ ଗୁଞ୍ଜନ ଉତ୍ସବ