ଓଡ଼ିଶା: ଆଜିର ଫଟୋ ( ୨୬ ଅକ୍ଟୋବର, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବ

 

 

 

ସମ୍ଭାବ୍ୟ ବାତ୍ୟା ପ୍ରଭାବକୁ ମୁକାବିଲା କରିବା ପାଇଁ ଜିଲ୍ଲାପାଳ ପୁରୀ ବେଳାଭୂମିରେ ଲାଇଫ ଗାର୍ଡଙ୍କ ସହିତ ଆଲୋଚନା କରୁଛନ୍ତି, ଲାଇଫ ଗାର୍ଡମାନେ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ନ କରିବା ପାଇଁ ସତର୍କ କରାଉଛନ୍ତି

 

 

 

କଟକ ବାଲି ଯାତ୍ରା ତଳ ପଡିଆରେ କଟକ ଓ କଟକ ପରିସରରେ ଥର୍ମୋକଲ୍‌ରେ କାରିଗରମାନେ କୋଣାର୍କ ଚକ୍ର ନିର୍ମାଣ କରୁଛନ୍ତି

 

 

👉 Follow Dharitri – Odisha’s No.1 Trusted Odia Daily 📰✨