ଓଡ଼ିଶା: ଆଜିର ଫଟୋ ( ୨୫ ନଭେମ୍ବର, ୨୦୨୫ )

ଭେଟେରାନ କଳାକାର ଧମେନ୍ଦ୍ରଙ୍କ ସ୍ମୃତିରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଆନିମେସନ

 

କଟକ ମଙ୍ଗଳାବାଗ କାଠଗୋଲା ରୋଡରେ ଥିବା ଡାଏଗ୍ନୋଷ୍ଟିକ୍ କେନ୍ଦ୍ରକୁ ରାଜ୍ୟ ଯାଞ୍ଚ ଦଳ ଯାଞ୍ଚ କରିବା ପରେ ସିଲ କରାଯାଉଛି

 

 

 

କଟକ ବାରବାଟୀ ଷ୍ଟାଡିଅମରେ ଗ୍ୟାଲେରୀ ଗୁଡିକ ରଙ୍ଗ କରାଯାଉଛି, ପଡିଆ ଓ ପିଚରେ ପାଣି ସିଞ୍ଚନ କରାଯାଉଛି

 

👉 Follow Dharitri – Odisha’s No.1 Trusted Odia Daily 📰✨