ଓଡ଼ିଶା: ଆଜିର ଫଟୋ ( ୨୫ ଜାନୁଆରୀ, ୨୦୨୫ )
ଭୁବନେଶ୍ୱର ଜନତା ମଇଦାନରେ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା’ କନକ୍ଲେଭ ପାଇଁ ପ୍ରସ୍ତୁତି ଚାଲିଛି
ଗଣତନ୍ତ୍ର ଦିବସ ପାଇଁ ରାଜଧାନୀ ତ୍ରିରଙ୍ଗା ଆଲୋକରେ ଆଲୋକିତ
କଟକ ସତ୍ୟବ୍ରତ ଷ୍ଟାଡିଅମରେ ଅନୁଷ୍ଠିତ ପରାକ୍ରମ ଦିବସ ପାଳନ ଅବସରରେ ପରିବେଷିତ ନୃତ୍ୟ ନାଟିକା