ଓଡ଼ିଶା: ଆଜିର ଫଟୋ ( ୨୫ ଫେବୃଆରୀ, ୨୦୨୫ )

ବ୍ରହ୍ମପୁରରେ ମହାଶିବରାତ୍ରୀ ଉପଲକ୍ଷେ କମାପଲ୍ଲୀ ମୁଖ୍ୟ ରାସ୍ତା କଡ଼ରେ କେତକୀ ଫୁଲ ଓ ଆଖୁ ବିକ୍ରି

 

 

ଭୁବନେଶ୍ୱରରେ କମିଶନରେଟ୍ ଟ୍ରାଫିକ୍ ପକ୍ଷରୁ ପେନ୍ ଦେଇ ମାଟ୍ରିକ୍ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ କରାଯାଉଛି

 

 

ମହାଶିବରାତ୍ରୀ ଅବସରରେ ବକ୍ସି ବଜାରସ୍ଥିତ ଅମରେଶ୍ୱର ମହାଦେବ ମନ୍ଦିର ଆଲୋକରେ ସଜ୍ଜିତ

 

 

ମହାଶିବରାତ୍ରୀ ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ଆଲୋକମୟ

 

 

FIH ହକି ପ୍ରୋ ଲିଗ୍: କଳିଙ୍ଗ ଷ୍ଟାଡିୟମରେ ଭାରତ ବନାମ ଇଂଲଣ୍ଡ, ଭାରତ ୨ – ୧ ଗୋଲରେ ବିଜୟୀ