ଓଡ଼ିଶା: ଆଜିର ଫଟୋ ( ୨୫ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ସତ୍ୟନଗର ଚର୍ଚ୍ଚରେ ଯୀଶୁ ଧରଣୀ ପୃଷ୍ଠରେ ଅବତରଣ କରିବା ପରେ ଉତ୍ସବ

 

 

 

ପୁରୀ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଅବସରରେ ଶିଶୁମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି

 

 

 

ଭୁବନେଶ୍ୱର ଭଞ୍ଜ କଳା ମଣ୍ଡପରେ ଜ୍ୟୋତି କଳା ମନ୍ଦିର ଦ୍ୱାରା ଆନ୍ତର୍ଜାତୀୟ ଓଡିସି ନୃତ୍ୟ ମହୋତ୍ସବ