ଓଡ଼ିଶା: ଆଜିର ଫଟୋ ( ୨୪ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଗଣତନ୍ତ୍ର ଦିବସ ପୂର୍ବରୁ ରାଜ୍ୟସ୍ତରୀୟ ପ୍ୟାରେଡ ଅଭ୍ୟାସ

 

 

 

କଟକ ବକ୍ସିବଜାରସ୍ଥିତ ଜେନେରାଲ୍ ପୋଷ୍ଟ ଅଫିସ୍ ପରିସରରେ, ଓଡ଼ିଶା ଫିଲାଟେଲିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଡାକ ଟିକେଟ୍ ପ୍ରଦର୍ଶନୀକୁ ଛାତ୍ରୀଛାତ୍ରମାନେ ବୁଲି ଦେଖୁଛନ୍ତି

👉 Follow Dharitri – Odisha’s No.1 Trusted Odia Daily 📰✨