ପୁରୀ ବେଳାଭୂମିରେ ଖ୍ରୀଷ୍ଟମାସ୍ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଟନ୍ ସେଓ ବ୍ୟବହାର କରି ବିଶ୍ୱର ସବୁଠାରୁ ବଡ଼ ସାଣ୍ଟା କ୍ଲଜ୍ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି
ପିୟୁସି ସାର୍ଟିଫିକେଟ୍ ପାଇବା ପାଇଁ ନୟାପଲ୍ଲୀର ସହୀଦ ନଗର ନିକଟରେ ଯାନବାହାନ ମାଲିକମାନେ ଲମ୍ବା ଲାଇନ ଲଗାଇଛନ୍ତି
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଶୀ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମର ସମାପନ ଦିବସ ଅନୁଷ୍ଠିତ
👉 Follow Dharitri – Odisha’s No.1 Trusted Odia Daily 📰✨