ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୫ )

କଟକ ବିନୋଦ ବିହାରୀ ବାଲୁବଜାର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଲୀରେ ରୂପରେଖ ଦିଆଯାଉଛି

 

 

 

କଟକର ବିଭିର୍ନ ପୀଠରେ ମାଙ୍କ ବିଭିର୍ନ ରୂପ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ନାଟ୍ୟ ସଙ୍ଘ ପକ୍ଷରୁ ନାଟକ, ‘ତାର ଶେଷ ଇଛା ‘ପରିବେଷଣ