ଓଡ଼ିଶା: ଆଜିର ଫଟୋ ( ୨୩ ଜୁଲାଇ, ୨୦୨୫ )

କଟକ କୁମ୍ଭାର ସାହିରେ ପାର୍ବଣ ଋତୁ ଉପଲକ୍ଷେ, କାରିଗରମାନେ ଖୁଦୁରୁକୁଣୀ ଓ ଗଣେଶଙ୍କ ମୂର୍ତ୍ତି ନିର୍ମାଣ କରୁଛନ୍ତି

 

 

ଭୁବନେଶ୍ୱର ରସୁଲଗଡ଼ ଛକରେ ବର୍ଷା ପରେ ପ୍ରବଳ ଟ୍ରାଫିକ୍

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅଭୟ ଆର୍ଟ ଏକାଡେମୀ ଦ୍ୱାରା ୨ୟ ଅନ୍ତର୍ଜାତୀୟ ସମ୍ବଲପୁରୀ ମହୋତ୍ସବ