ଓଡ଼ିଶା: ଆଜିର ଫଟୋ ( ୨୨ ନଭେମ୍ବର, ୨୦୨୫ )

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ‘ନୃତ୍ୟସୁଧା’ ଡ୍ୟାନ୍ସ ଏକାଡେମିର ବାର୍ଷିକ ଦିବସ ଉତ୍ସବ ପାଳନ

 

 

ଭୁବନେଶ୍ୱର ଶହିଦ୍ ନଗର ଦୁର୍ଗାପୁଜା ପଡ଼ିଆରେ ୨୫ତମ ରାଜଧାନୀ ପୁସ୍ତକ ମେଳାରେ ‘ପକ୍ଷୀ ଘର’ ପକ୍ଷରୁ ଅତିଥିମାନେ ପୁସ୍ତକ ଉନ୍ମୋଚନ କରୁଛନ୍ତି

 

👉 Follow Dharitri – Odisha’s No.1 Trusted Odia Daily 📰✨