ଓଡ଼ିଶା: ଆଜିର ଫଟୋ ( ୨୨ ଫେବୃଆରୀ, ୨୦୨୫ )

କଟକ ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ୭୩ତମ ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଉଦଘାଟିତ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ଓଡିଶୀ ସଂଗୀତ ଉତ୍ସବ

 

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ FIH ହକି ପ୍ରୋ ଲିଗ୍: ଭାରତ ବନାମ ଆୟରଲ୍ୟାଣ୍ଡ, ଭାରତ ୪-୦ ଗୋଲରେ ବିଜୟୀ