ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୫ )

ବାଇଶି ପାହାଚରେ ଶ୍ରାଦ୍ଧ ଦେବା ବନ୍ଦ ହୋଇଥିବା ଯୋଗୁ ଶ୍ରୀ ମନ୍ଦିର କଡ଼ରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଉଛନ୍ତି

 

 

ରାଜଧାନୀରେ ପ୍ରବଳ ବର୍ଷା

 

 

 

କଟକର ବିଭିର୍ନ ଶକ୍ତି ପୀଠରେ ମା ଙ୍କ ବିଭିର୍ନ ରୂପ