ଓଡ଼ିଶା: ଆଜିର ଫଟୋ ( ୨୦ ଜାନୁଆରୀ, ୨୦୨୬ )

ଭୁବନେଶ୍ୱର ପିଏମଜି ଆଇଜି ପାର୍କ ସମ୍ମୁଖରେ ଟ୍ରାଫିକ୍ ପୋଲିସ ଦ୍ୱାରା ବିନା ହେଲମେଟ୍ ଏବଂ ନମ୍ବର ପ୍ଲେଟ୍ ଚେକିଂ କରାଯାଉଛି

 

 

 

 

ଭୁବନେଶ୍ୱର ୟୁନିଟ-୧ ହାଟରେ ନିଆଁ ଲାଗିବା ପରେ ଲୋକମାନେ ତାଙ୍କ ଜିନିଷ ଦେଖୁଛନ୍ତି

 

 

👉 Follow Dharitri – Odisha’s No.1 Trusted Odia Daily 📰✨